Jyoti Prasad Pattanayak

Odia Podcast Original

Odia Podcast Original: The ultimate collection of original Odia content! Explore everything from folklore and current affairs to interviews with local legends and engaging storytelling. Celebrating the language and spirit of Odisha. Best Odia PodcastTop Odia PodcastOdia Podcast FreeNew Odia PodcastOdiaOriyaOdia LanguageOdishaOdisha PodcastOdia AudioOdia podcast original odia podcast odia story odia folkloreodia rural stories odia kahaniodia galpakatha o kahaniodia katha

Yazar

Jyoti Prasad Pattanayak

Kategori

Society

Podcast web sitesi

www.aahwaan.com

Son bölüm

10 Haz 2026

Nereden dinlenir?

Uygulamada podcast'ler Replaio Radio Çok yakında

Podcast'ler çok yakında uygulamaya geliyor. Şimdi yükle ve podcast'lere yepyeni bir bakışı ilk gören sen ol

Google Play'den indir Ücretsiz yükle Android 5 Mn+ indirme · 4,8 puan iOS yakında

Bölümler

ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା : Khandagiri and Udaygiri caves 30.08.2020

ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା : Khandagiri and Udaygiri caves, the world famous heritage site in Odisha

ବିଶ୍ଵ ପଖାଳ ଦିବସ : ଏକ ଅନୁଚିନ୍ତା 30.08.2020

ଓଡ଼ିଆ ଜାତି ପଖାଳ ପ୍ରେମୀ । ସେଇଥିପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସ 20 ତାରିଖକୁ ବିଶ୍ଵ ପଖାଳ ଦିବସ ଭାବରେ ପାଳନ କରାଯାଏ ।

ତେତିଶୀକୋଟି ଦେବୀ ଦେବତା : ସତରେ ଅଛନ୍ତି କି ? 30.08.2020

ହିନ୍ଦୁ ଧର୍ମର ତେତିଶୀକୋଟି ଦେବୀଦେଵତା ଅଛନ୍ତି କି? କଣ ସତରେ ଏତେ ସଂଖ୍ୟାରେ ଦେବୀଦେଵତା ଅଛନ୍ତି ?

ସତସତିକା ବନାମ ଲୋକ ଦେଖାଣିଆ ବାହାଘର 30.08.2020

ଆଜିକାଲି ବାହାଘର ସବୁ ଲୋକ ଦେଖାଣିଆ ହୋଇଗଲାଣି । ଆସନ୍ତୁ ଏହି କ୍ଷୁଦ୍ରଗଳ୍ପ ଦ୍ଵାରା ଜାଣିବା ଆଜିକାଲିକା ବାହାଘର ବିଷୟରେ ।

ସୁଲୋଚନା : କ୍ଷୁଦ୍ରଗଳ୍ପ 30.08.2020

ସୁଲୋଚନା ଏକ କ୍ଷୁଦ୍ରଗଳ୍ପ । ଏହାଦ୍ବାରା ଆମ ବଡ ମେଡିକାଲ ପାଖରେ ହେଉଥିବା ଦଲାଲ ମାନଙ୍କ ଦୌରାତ୍ମ୍ୟ ବିଷୟରେ ଜଣାଇ ଦିଆଯାଇଛି ।

ପଟ୍ଟନାୟକ ବାବୁଙ୍କ ପରିବାର 30.08.2020

ସାମ୍ପ୍ରତିକ ସମୟରେ ଭାରତର ସ୍ଥିତିକୁ ନେଇ ଏକ ବ୍ୟଙ୍ଗାତ୍ମକ ଉପସ୍ଥାପନ । ପଢନ୍ତୁ ଆଉ ଯଦି ଆପଣଙ୍କୁ ଭଲ ଲାଗେ ତାହେଲେ, ଏହାକୁ ସେୟାର କରନ୍ତୁ । ଏହି କାହାଣୀ ଓଡ଼ିଆଗୁରୁ ସାଇଟରୁ ନିଆଯାଇଛି ।

ଜୋମ୍ବୀ ତୋମ୍ବୀ ଭୂତୁଣୀ : ଅଣୁ ଗଳ୍ପ 30.08.2020

ଯେଉଁଭଳି ଭାବରେ କନ୍ୟା ଭୃଣ ହତ୍ୟା ଚାଲିଛି, ଦିନ ଆସିବ ବାହା ହେବାପାଇଁ ଝିଅ ମିଳିବେ ନାହିଁ । ଏହାକୁ ବ୍ୟଙ୍ଗାତ୍ମକ ଭାବରେ ଉପସ୍ଥାପନ କରୁଛି ।

ଦାସ ବାବୁ : ଏକ କ୍ଷୁଦ୍ରଗଳ୍ପ 30.08.2020

ସାମ୍ପ୍ରତିକ ସମୟରେ ଆମ ଦେଶର ପରିସ୍ଥିତି କୁ ସ୍ଥୂଳ ଭାବରେ ଦେଖିବାର ଏକ ସାମାନ୍ୟ ପ୍ରଚେଷ୍ଟା । ଭଲ ଲାଗିଲେ ସେୟାର କରନ୍ତୁ ।

ମୋ କୁନା ବାହା ହେଇନି 30.08.2020

ଅଶୀ ଦଶକର କଥା । ଗାଁରେ ତୁଣ୍ଡବାଇଦ କେମିତି ହାଟନାଟ କରୁଥିଲା ତାହାକୁ ଦର୍ଶାଉଥିବା ଏହି କାହାଣୀ ।

ଟେଲିଗ୍ରାମ : କ୍ଷୁଦ୍ରଗଳ୍ପ Telegram : a small story 30.08.2020

ଅତୀତରେ ଟେଲିଗ୍ରାମ ଶୀଘ୍ର ଖବର ପଠାଇବାର ମାଧ୍ୟମ ଥିଲା । କିନ୍ତୁ ଗାଁକୁ ଟେଲିଗ୍ରାମ ଆସିଲେ ଲୋକଙ୍କ ମନରେ କୋକୁଆ ଭୟ ବି ସୃଷ୍ଟି ହେଉଥିଲା, କାରଣ କେହି କେହି ମରିଗଲେ ହିଁ ଟେଲିଗ୍ରାମ କରୁଥିଲେ । ସେମିତି ଏକ ପରିସ୍ଥିତିର ବ୍ୟଙ୍ଗାତ୍ମକ ଉପସ୍ଥାପନ ହେଉଛି ଏହି କାହାଣୀ ।

ହସର ଉପକାରିତା : Laughter is the best medicine 29.08.2020

ହସ ଦ୍ଵାରା ଅନେକ ଲାଭ ମିଳିଥାଏ, ଏବଂ ଏହାଦ୍ବାରା ସ୍ବାସ୍ଥ୍ୟ ମଧ୍ୟ ସୁସ୍ଥ ରହେ । ଆସନ୍ତୁ ଜାଣିବା କିପରି ।

କନ୍ୟା ଏତେ ଅଲୋଡା କାହିଁକି ? 28.08.2020

ଆମ ରାଜ୍ୟର ନୟାଗଡ଼ ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ସ୍ତ୍ରୀ ସଂଖ୍ୟା କମ ହେବାରେ ଲାଗିଛି । ଏହା ପୁରା ଦେଶର ସମସ୍ୟା କହିଲେ ଚଳିବ । କିନ୍ତୁ କାହିଁକି ?

ସମ୍ପର୍କ ଦୁର୍ବଳ ହୁଏ କାହିଁକି ? 28.08.2020

ସ୍ବାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କରେ ମନାନ୍ତର ହେବା ସ୍ବାଭାବିକ କିନ୍ତୁ ବେଳେ ବେଳେ ଏହା ବହୁତ ଜଟିଳ ହୋଇଯାଏ । କିନ୍ତୁ କାହିଁକି ?

ବିବାହ ଆଦି ଶୁଭକର୍ମରେ ଯୋଗ ଦିଅନ୍ତି କାହିଁକି ? 28.08.2020

କାହିଁକି ଲୋକମାନେ ବିବାହ ଆଦି ଶୁଭ କର୍ମରେ ଯୋଗ ଦିଅନ୍ତି । ଯେଉଁମାନେ ଯୋଗ ଦିଅନ୍ତି ସେମାନେ କେତେ ପ୍ରକାରର ?

ଆୟକର ଦେବା କାହିଁକି ? 28.08.2020

ଆମେ ମାଧ୍ୟମ ବର୍ଗ ଆଜୀବନ ଖଟି ଖଟି ଆୟ କରୁ ଆଉ ଏହାର ଭାଗ ସରକାର ଆୟକର ଭାବରେ ନେଇ କାମ ନ କରୁଥିବା ଲୋକଙ୍କ ପାଇଁ ଅନେକ ମାଗଣା ବ୍ୟବସ୍ଥା କରୁଛନ୍ତି । ଆମର ଭବିଷ୍ୟତ ପାଇଁ କି ବିକଳ୍ପ ବ୍ୟବସ୍ଥା ସରକାର କରିଛନ୍ତି? ତା ହେଲେ ମୁଁ ଆୟକର କାହିଁକି ଦେବି?

ଆମ ଗାଁ ହାଲଚାଲ - ୨, Stories from village that captivates our senses 28.08.2020

ଏହା କେବଳ ଆମ ଗାଁ ନୁହେଁ, ବରଂ ଏହା ପ୍ରତ୍ୟେକ ଗାଁର କାହାଣୀ । ଆଜି ବି ଆମେ ଏହି ସବୁ ଚରିତ୍ର ଆମ ଗାଆଁରେ ଦେଖିବାକୁ ପାଇବା ।

ଆମ ଗାଁ ହାଲଚାଲ - ୧, Stories from village that captivates our senses 28.08.2020

ଶୁଣିବା ଆମ ଗାଁର ନିଚ୍ଛକ କାହାଣୀ । ଏହା ପ୍ରତ୍ୟେକ ଗାଁ ର କାହାଣୀ ହୋଇପାରେ । ଏଭଳି ଚରିତ୍ର ଆପଣ ନିଜ ଗାଁ ରେ ବି ଦେଖିବାକୁ ପାଇବେ ।

ସାମ୍ପ୍ରତିକ ସମୟରେ ଓଡ଼ିଆ ସିନେମାର ଅବସ୍ଥିତି 28.08.2020

ବିଗତ ଅନେକ ଦଶନ୍ଧିରେ ଓଡ଼ିଶାର ଚଳଚ୍ଚିତ୍ର ଶିଳ୍ପ ଅନେକ ଉନ୍ନତି କରିଥିବା ସତ୍ତ୍ୱେ କୌଣସି ଉଲ୍ଲେଖନୀୟ ଚଳଚ୍ଚିତ୍ର ନିର୍ମାଣ କରି ପାରିନାହିଁ । ଅନ୍ୟ ଭାଷାର ଚଳଚ୍ଚିତ୍ରର ଅନୁସରଣରେ କେବଳ କପି ପେଷ୍ଟ ସିନେମା ତିଆରି ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତଥାପି ସମାନ୍ତରାଳ ସିନେମା କ୍ଷେତ୍ରରେ ଓଡ଼ିଶା ବିଶ୍ବସ୍ତରରେ ସମ୍ମାନିତ ମଧ୍ୟ ହୋଇଛି ।

ମନ୍ଦିର ଗଲେ ଲୋକମାନେ ଦାନ କରନ୍ତି କାହିଁକି ? 28.08.2020

ପ୍ରାୟତଃ ଦେଖାଯାଏ, ଯେବେ ବି ଆମେ ମନ୍ଦିର ଯାଉ, ମନ୍ଦିର ସମ୍ମୁଖରେ ଥିବା ହୁଣ୍ଡିରେ କିଛି ଅର୍ଥ ଦାନ କରିଥାଉ । ସମସ୍ତେ କରନ୍ତି । କିନ୍ତୁ କାହିଁକି ? କଣ ମନ୍ଦିର ହୁଣ୍ଡିରେ ଅର୍ଥଦାନ କଲେ ସତରେ ସ୍ଵର୍ଗକୁ ଯିବାକୁ ଟିକେଟ ମିଳିଥାଏ ? ଲୋକମାନେ କାହିଁକି ଅର୍ଥଦାନ କରନ୍ତି, ତାହାର ବିଭିନ୍ନ କାରଣ ଗୁଡିକ ବିଷୟରେ ଜାଣିବା ଚାଲନ୍ତୁ ।

ବୋଇତ ବନ୍ଦାଣ ସମୟରେ କୁହାଯାଉଥିବା ଆ କା ମା ବୈ ର ତାତ୍ପର୍ଯ୍ୟ କଣ ? 28.08.2020

କାର୍ତିକ ମାସରେ ହିନ୍ଦୁମାନେ ସମ୍ପୂର୍ଣ୍ଣ ନିରାମିଷ ଖାଆନ୍ତି ଏବଂ ପୂର୍ଣ୍ଣମୀ ଦିନ ପାହାନ୍ତି ପହରୁ ଓଡ଼ିଶାର ବିଭିନ୍ନ ଜଳାଶୟ ମାନଙ୍କରେ ଉପସ୍ଥିତ ହୋଇ ପୂଜା କରିବା ସହିତ ବୋଇତ ଭସନ୍ତି କାହିଁକି ?

ଆମ ପିଲାମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ନ୍ତି କାହିଁକି ? 28.08.2020

Now a days there are n number of English medium schools in every nook and corner of our state and we prefer to send our children to such schools. But why ?

ଆମେ ସାବିତ୍ରୀ ବ୍ରତ ପାଳନ କରିଥାଉ କାହିଁକି ? 28.08.2020

Savitri brata palan kariba kahinki ? Why we observe Savitri Brata? For ages women in Odisha have been observing a day with much devotion and dedication for the betterment of their husband and family. But few so called liberals and atheists make fun of the puja. So let us know why we must do the puja.

ବ୍ୟାସକବି ଫକୀରମୋହନ ସେନାପତି 28.08.2020

Fakir mohan Senapati was the first novelist and short story writer in Odia. He was part of Odia Bhasha sanrakhyan andolan.

ବିକ୍ରମ ବେତାଳ କଥା - ୩ 23.08.2020

Bikram betaal katha is part of Jahnamamu, the most favorite storybook of our childhood.

ଜହ୍ନମାମୁଁ କାହାଣୀ - ୩ 23.08.2020

Jahnamamu kahani publishes in the most favorite storybook of our childhood.

Odia Podcast Original podcast'ini Replaio'da dinle

Radyo ve podcast'ler tek uygulamada - ücretsiz, kayıt gerektirmez. Bugün yükle ve lansmanı kaçırma

Google Play'den indir

Replaio bir podcast yayıncısı değildir; program adları, kapak görselleri ve ses içerikleri yazarlarına aittir ve herkese açık RSS beslemeleri aracılığıyla dağıtılır