Jyoti Prasad Pattanayak
Odia Podcast Original
Odia Podcast Original: The ultimate collection of original Odia content! Explore everything from folklore and current affairs to interviews with local legends and engaging storytelling. Celebrating the language and spirit of Odisha. Best Odia PodcastTop Odia PodcastOdia Podcast FreeNew Odia PodcastOdiaOriyaOdia LanguageOdishaOdisha PodcastOdia AudioOdia podcast original odia podcast odia story odia folkloreodia rural stories odia kahaniodia galpakatha o kahaniodia katha
Auteur
Jyoti Prasad Pattanayak
Catégorie
Site du podcast
Dernier épisode
10 juin 2026
Où écouter ?
Les podcasts dans l'appli Replaio Radio Bientôt disponibleLes podcasts arrivent très bientôt dans l'appli. Installe-la dès maintenant et découvre en avant-première une toute nouvelle façon de vivre les podcasts
Épisodes
ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା : Khandagiri and Udaygiri caves 30.08.2020 9:55
ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା : Khandagiri and Udaygiri caves, the world famous heritage site in Odisha
ବିଶ୍ଵ ପଖାଳ ଦିବସ : ଏକ ଅନୁଚିନ୍ତା 30.08.2020 4:45
ଓଡ଼ିଆ ଜାତି ପଖାଳ ପ୍ରେମୀ । ସେଇଥିପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସ 20 ତାରିଖକୁ ବିଶ୍ଵ ପଖାଳ ଦିବସ ଭାବରେ ପାଳନ କରାଯାଏ ।
ତେତିଶୀକୋଟି ଦେବୀ ଦେବତା : ସତରେ ଅଛନ୍ତି କି ? 30.08.2020 3:16
ହିନ୍ଦୁ ଧର୍ମର ତେତିଶୀକୋଟି ଦେବୀଦେଵତା ଅଛନ୍ତି କି? କଣ ସତରେ ଏତେ ସଂଖ୍ୟାରେ ଦେବୀଦେଵତା ଅଛନ୍ତି ?
ସତସତିକା ବନାମ ଲୋକ ଦେଖାଣିଆ ବାହାଘର 30.08.2020 6:53
ଆଜିକାଲି ବାହାଘର ସବୁ ଲୋକ ଦେଖାଣିଆ ହୋଇଗଲାଣି । ଆସନ୍ତୁ ଏହି କ୍ଷୁଦ୍ରଗଳ୍ପ ଦ୍ଵାରା ଜାଣିବା ଆଜିକାଲିକା ବାହାଘର ବିଷୟରେ ।
ସୁଲୋଚନା : କ୍ଷୁଦ୍ରଗଳ୍ପ 30.08.2020 6:44
ସୁଲୋଚନା ଏକ କ୍ଷୁଦ୍ରଗଳ୍ପ । ଏହାଦ୍ବାରା ଆମ ବଡ ମେଡିକାଲ ପାଖରେ ହେଉଥିବା ଦଲାଲ ମାନଙ୍କ ଦୌରାତ୍ମ୍ୟ ବିଷୟରେ ଜଣାଇ ଦିଆଯାଇଛି ।
ପଟ୍ଟନାୟକ ବାବୁଙ୍କ ପରିବାର 30.08.2020 5:28
ସାମ୍ପ୍ରତିକ ସମୟରେ ଭାରତର ସ୍ଥିତିକୁ ନେଇ ଏକ ବ୍ୟଙ୍ଗାତ୍ମକ ଉପସ୍ଥାପନ । ପଢନ୍ତୁ ଆଉ ଯଦି ଆପଣଙ୍କୁ ଭଲ ଲାଗେ ତାହେଲେ, ଏହାକୁ ସେୟାର କରନ୍ତୁ । ଏହି କାହାଣୀ ଓଡ଼ିଆଗୁରୁ ସାଇଟରୁ ନିଆଯାଇଛି ।
ଜୋମ୍ବୀ ତୋମ୍ବୀ ଭୂତୁଣୀ : ଅଣୁ ଗଳ୍ପ 30.08.2020 2:30
ଯେଉଁଭଳି ଭାବରେ କନ୍ୟା ଭୃଣ ହତ୍ୟା ଚାଲିଛି, ଦିନ ଆସିବ ବାହା ହେବାପାଇଁ ଝିଅ ମିଳିବେ ନାହିଁ । ଏହାକୁ ବ୍ୟଙ୍ଗାତ୍ମକ ଭାବରେ ଉପସ୍ଥାପନ କରୁଛି ।
ଦାସ ବାବୁ : ଏକ କ୍ଷୁଦ୍ରଗଳ୍ପ 30.08.2020 4:05
ସାମ୍ପ୍ରତିକ ସମୟରେ ଆମ ଦେଶର ପରିସ୍ଥିତି କୁ ସ୍ଥୂଳ ଭାବରେ ଦେଖିବାର ଏକ ସାମାନ୍ୟ ପ୍ରଚେଷ୍ଟା । ଭଲ ଲାଗିଲେ ସେୟାର କରନ୍ତୁ ।
ମୋ କୁନା ବାହା ହେଇନି 30.08.2020 12:02
ଅଶୀ ଦଶକର କଥା । ଗାଁରେ ତୁଣ୍ଡବାଇଦ କେମିତି ହାଟନାଟ କରୁଥିଲା ତାହାକୁ ଦର୍ଶାଉଥିବା ଏହି କାହାଣୀ ।
ଟେଲିଗ୍ରାମ : କ୍ଷୁଦ୍ରଗଳ୍ପ Telegram : a small story 30.08.2020 12:24
ଅତୀତରେ ଟେଲିଗ୍ରାମ ଶୀଘ୍ର ଖବର ପଠାଇବାର ମାଧ୍ୟମ ଥିଲା । କିନ୍ତୁ ଗାଁକୁ ଟେଲିଗ୍ରାମ ଆସିଲେ ଲୋକଙ୍କ ମନରେ କୋକୁଆ ଭୟ ବି ସୃଷ୍ଟି ହେଉଥିଲା, କାରଣ କେହି କେହି ମରିଗଲେ ହିଁ ଟେଲିଗ୍ରାମ କରୁଥିଲେ । ସେମିତି ଏକ ପରିସ୍ଥିତିର ବ୍ୟଙ୍ଗାତ୍ମକ ଉପସ୍ଥାପନ ହେଉଛି ଏହି କାହାଣୀ ।
ହସର ଉପକାରିତା : Laughter is the best medicine 29.08.2020 6:01
ହସ ଦ୍ଵାରା ଅନେକ ଲାଭ ମିଳିଥାଏ, ଏବଂ ଏହାଦ୍ବାରା ସ୍ବାସ୍ଥ୍ୟ ମଧ୍ୟ ସୁସ୍ଥ ରହେ । ଆସନ୍ତୁ ଜାଣିବା କିପରି ।
କନ୍ୟା ଏତେ ଅଲୋଡା କାହିଁକି ? 28.08.2020 6:46
ଆମ ରାଜ୍ୟର ନୟାଗଡ଼ ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ସ୍ତ୍ରୀ ସଂଖ୍ୟା କମ ହେବାରେ ଲାଗିଛି । ଏହା ପୁରା ଦେଶର ସମସ୍ୟା କହିଲେ ଚଳିବ । କିନ୍ତୁ କାହିଁକି ?
ସମ୍ପର୍କ ଦୁର୍ବଳ ହୁଏ କାହିଁକି ? 28.08.2020 5:06
ସ୍ବାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କରେ ମନାନ୍ତର ହେବା ସ୍ବାଭାବିକ କିନ୍ତୁ ବେଳେ ବେଳେ ଏହା ବହୁତ ଜଟିଳ ହୋଇଯାଏ । କିନ୍ତୁ କାହିଁକି ?
ବିବାହ ଆଦି ଶୁଭକର୍ମରେ ଯୋଗ ଦିଅନ୍ତି କାହିଁକି ? 28.08.2020 3:26
କାହିଁକି ଲୋକମାନେ ବିବାହ ଆଦି ଶୁଭ କର୍ମରେ ଯୋଗ ଦିଅନ୍ତି । ଯେଉଁମାନେ ଯୋଗ ଦିଅନ୍ତି ସେମାନେ କେତେ ପ୍ରକାରର ?
ଆୟକର ଦେବା କାହିଁକି ? 28.08.2020 3:23
ଆମେ ମାଧ୍ୟମ ବର୍ଗ ଆଜୀବନ ଖଟି ଖଟି ଆୟ କରୁ ଆଉ ଏହାର ଭାଗ ସରକାର ଆୟକର ଭାବରେ ନେଇ କାମ ନ କରୁଥିବା ଲୋକଙ୍କ ପାଇଁ ଅନେକ ମାଗଣା ବ୍ୟବସ୍ଥା କରୁଛନ୍ତି । ଆମର ଭବିଷ୍ୟତ ପାଇଁ କି ବିକଳ୍ପ ବ୍ୟବସ୍ଥା ସରକାର କରିଛନ୍ତି? ତା ହେଲେ ମୁଁ ଆୟକର କାହିଁକି ଦେବି?
ଆମ ଗାଁ ହାଲଚାଲ - ୨, Stories from village that captivates our senses 28.08.2020 9:20
ଏହା କେବଳ ଆମ ଗାଁ ନୁହେଁ, ବରଂ ଏହା ପ୍ରତ୍ୟେକ ଗାଁର କାହାଣୀ । ଆଜି ବି ଆମେ ଏହି ସବୁ ଚରିତ୍ର ଆମ ଗାଆଁରେ ଦେଖିବାକୁ ପାଇବା ।
ଆମ ଗାଁ ହାଲଚାଲ - ୧, Stories from village that captivates our senses 28.08.2020 9:40
ଶୁଣିବା ଆମ ଗାଁର ନିଚ୍ଛକ କାହାଣୀ । ଏହା ପ୍ରତ୍ୟେକ ଗାଁ ର କାହାଣୀ ହୋଇପାରେ । ଏଭଳି ଚରିତ୍ର ଆପଣ ନିଜ ଗାଁ ରେ ବି ଦେଖିବାକୁ ପାଇବେ ।
ସାମ୍ପ୍ରତିକ ସମୟରେ ଓଡ଼ିଆ ସିନେମାର ଅବସ୍ଥିତି 28.08.2020 6:00
ବିଗତ ଅନେକ ଦଶନ୍ଧିରେ ଓଡ଼ିଶାର ଚଳଚ୍ଚିତ୍ର ଶିଳ୍ପ ଅନେକ ଉନ୍ନତି କରିଥିବା ସତ୍ତ୍ୱେ କୌଣସି ଉଲ୍ଲେଖନୀୟ ଚଳଚ୍ଚିତ୍ର ନିର୍ମାଣ କରି ପାରିନାହିଁ । ଅନ୍ୟ ଭାଷାର ଚଳଚ୍ଚିତ୍ରର ଅନୁସରଣରେ କେବଳ କପି ପେଷ୍ଟ ସିନେମା ତିଆରି ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତଥାପି ସମାନ୍ତରାଳ ସିନେମା କ୍ଷେତ୍ରରେ ଓଡ଼ିଶା ବିଶ୍ବସ୍ତରରେ ସମ୍ମାନିତ ମଧ୍ୟ ହୋଇଛି ।
ମନ୍ଦିର ଗଲେ ଲୋକମାନେ ଦାନ କରନ୍ତି କାହିଁକି ? 28.08.2020 9:16
ପ୍ରାୟତଃ ଦେଖାଯାଏ, ଯେବେ ବି ଆମେ ମନ୍ଦିର ଯାଉ, ମନ୍ଦିର ସମ୍ମୁଖରେ ଥିବା ହୁଣ୍ଡିରେ କିଛି ଅର୍ଥ ଦାନ କରିଥାଉ । ସମସ୍ତେ କରନ୍ତି । କିନ୍ତୁ କାହିଁକି ? କଣ ମନ୍ଦିର ହୁଣ୍ଡିରେ ଅର୍ଥଦାନ କଲେ ସତରେ ସ୍ଵର୍ଗକୁ ଯିବାକୁ ଟିକେଟ ମିଳିଥାଏ ? ଲୋକମାନେ କାହିଁକି ଅର୍ଥଦାନ କରନ୍ତି, ତାହାର ବିଭିନ୍ନ କାରଣ ଗୁଡିକ ବିଷୟରେ ଜାଣିବା ଚାଲନ୍ତୁ ।
ବୋଇତ ବନ୍ଦାଣ ସମୟରେ କୁହାଯାଉଥିବା ଆ କା ମା ବୈ ର ତାତ୍ପର୍ଯ୍ୟ କଣ ? 28.08.2020 3:55
କାର୍ତିକ ମାସରେ ହିନ୍ଦୁମାନେ ସମ୍ପୂର୍ଣ୍ଣ ନିରାମିଷ ଖାଆନ୍ତି ଏବଂ ପୂର୍ଣ୍ଣମୀ ଦିନ ପାହାନ୍ତି ପହରୁ ଓଡ଼ିଶାର ବିଭିନ୍ନ ଜଳାଶୟ ମାନଙ୍କରେ ଉପସ୍ଥିତ ହୋଇ ପୂଜା କରିବା ସହିତ ବୋଇତ ଭସନ୍ତି କାହିଁକି ?
ଆମ ପିଲାମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ନ୍ତି କାହିଁକି ? 28.08.2020 8:21
Now a days there are n number of English medium schools in every nook and corner of our state and we prefer to send our children to such schools. But why ?
ଆମେ ସାବିତ୍ରୀ ବ୍ରତ ପାଳନ କରିଥାଉ କାହିଁକି ? 28.08.2020 10:10
Savitri brata palan kariba kahinki ? Why we observe Savitri Brata? For ages women in Odisha have been observing a day with much devotion and dedication for the betterment of their husband and family. But few so called liberals and atheists make fun of the puja. So let us know why we must do the puja.
ବ୍ୟାସକବି ଫକୀରମୋହନ ସେନାପତି 28.08.2020 7:17
Fakir mohan Senapati was the first novelist and short story writer in Odia. He was part of Odia Bhasha sanrakhyan andolan.
ବିକ୍ରମ ବେତାଳ କଥା - ୩ 23.08.2020 10:15
Bikram betaal katha is part of Jahnamamu, the most favorite storybook of our childhood.
ଜହ୍ନମାମୁଁ କାହାଣୀ - ୩ 23.08.2020 5:12
Jahnamamu kahani publishes in the most favorite storybook of our childhood.
Podcasts similaires
Replaio n'est pas éditeur de podcasts ; les noms des émissions, les visuels et l'audio appartiennent à leurs auteurs et sont diffusés via des flux RSS publics